Download Now Banner

This browser does not support the video element.

ଜି ଉଦୟଗିରି: ଟିକାବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଙ୍କ ତତ୍ବାବଧାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

G Udayagiri, Kandhamal | Sep 6, 2025
ଟିକାବାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ବିଷ୍ଣୁ ଗୋବିନ୍ଦଙ୍କ ତତ୍ବାବଧାନରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିରରେ ଅନ୍ଧ, ମୂକ, ବଧୂର, ମାନସିକ ଅନଗ୍ରସର, ପକ୍ଷଘାତ, ଅସ୍ଥି ଦୌର୍ବଲ୍ୟ ପ୍ରଭୃତି କ୍ଷେତ୍ରରେ ଶାରୀରିକ ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ ବିଶେଷଜ୍ଞଙ୍କ ଦ୍ବାରା ପରୀକ୍ଷା ନିରୀକ୍ଷା କରାଯାଇ ଥିଲା। ଏଥିରେ ପଞ୍ଜିକରଣ ହୋଇ ଥ‌ିବା ୩୧୦ ଆବେଦନାକାରୀଙ୍କ ମଧ୍ୟରୁ ଅସ୍ଥିଶଲ୍ୟ ଭିନ୍ନକ୍ଷମ ୧୩୨ ଜଣ, ଦୃଷ୍ଟିଶକ୍ତି ବାଧୂତ ୧୭ ଜଣ, ଶ୍ରବଣ ବାଧୂତ ୨୫ ଜଣ, ସିକିଲ ସେଲ- ୧୨ ଏବଂ ବୌଦ୍ଧିକ ସାଧୂତ ୪୨ ଥିଲେ
Read More News
T & CPrivacy PolicyContact Us