Download Now Banner

This browser does not support the video element.

ବଲାଙ୍ଗୀର: ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ଯୋଜନା ସମୀକ୍ଷା, ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅନଲାଇନ୍ ଯୋଗଦାନ

Balangir, Balangir | Sep 7, 2025
ମିଶନ ଶକ୍ତି ବିଭାଗର ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ବନ୍ଧରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହେଇ ଥିଲା। ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଠାରେ ବଲାଙ୍ଗିର ଜିଲ୍ଲାପାଳ OSWAN ପ୍ଲାଟଫର୍ମ ମାଧ୍ୟମରେ ଏହି ବୈଠକରେ ଯୋଗଦେଇ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଆତ୍ମନିର୍ଭରତା, ଋଣ ସୁବିଧା ଓ ବଜାର ସଂଯୋଜନ ସମ୍ବନ୍ଧୀୟ କାର୍ଯ୍ୟାଦିରେ ଜିଲ୍ଲାର ପ୍ରଗତି ପ୍ରସ୍ତୁତ କରି ଥିଲେ। ଯୋଜନାଗୁଡ଼ିକୁ ଅଧିକ କାର୍ଯ୍ୟକ୍ଷମ ଭାବରେ ଗ୍ରାମୀଣ ମହିଳାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ସରକାରୀ ସ୍ତରରୁ ନିର୍ଦ୍ଦେଶ ଦିଆଯ
Read More News
T & CPrivacy PolicyContact Us