Download Now Banner

This browser does not support the video element.

ପଟ୍ଟାଙ୍ଗୀ: ଲଗାଣ ବର୍ଷାରେ ରାଜପୁଟ ପଞ୍ଚାୟତରେ ଭାଙ୍ଗିଲା ଘର,ସରପଞ୍ଚଙ୍କ ଅବଗତ ପରେ ଛୁଟିରେ ପହଞ୍ଚିଲା ପ୍ରଶାସନ

Pottangi, Koraput | Aug 28, 2025
କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷାରେ ସେମିଳିଗୁଡା ବ୍ଲକରେ ଅନେକ ଘର ଭାଙ୍ଗି ଯାଇଥିବା ବେଳେ ରାଜପୁଟ ପଞ୍ଚାୟତର କାଙ୍ଗ୍ରା ଗ୍ରାମରେ ଧନଖରାଙ୍କ ଘର ଭାଙ୍ଗିଯାଇଥିଲା। ଏ ବାବଦରେ ସରପଞ୍ଚ ପିତାମ୍ବର କିସାନୀଙ୍କୁ ଅବଗତ କରାଇଥିଲେ ଧନଖରା। ଆଜି ଛୁଟି ହୋଇଥିବା ସତ୍ବେ ସରପଞ୍ଚ ସୂଚନା ଦେଇଥିବାରୁ ବ୍ଲକ ପ୍ରଶାସନ ତରଫରୁ ବିଭାଗୀୟ ଅଧିକାରୀ ଧନଖରାଙ୍କୁ ପଲିଥିନ ପ୍ରଦାନ କରିବା ସହ କ୍ଷୟକ୍ଷତି ଆକଳନ କରିଛନ୍ତି। ଏ ନେଇ ଆଜି ଅପରାହ୍ନ ୩ଟା ସମୟରେ ରାଜପୁଟ ସରପଞ୍ଚ ପିତାମ୍ବର କିସାନୀ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us