Download Now Banner

This browser does not support the video element.

ଢେଙ୍କାନାଳ ସଦର: ଜାତୀୟ ରାଜପଥ ମୁଖ୍ୟ ଚିକିତ୍ସଳ ରାସ୍ତା ନିକଟରେ ଗୋରୁ ଗାଡିକୁ ଜବତ କଲା ହାଇୱେ ପୋଲିସ

Dhenkanal Sadar, Dhenkanal | Sep 14, 2025
ଢେଙ୍କାନାଳ ଟାଉନ ଥାନା ଅଞ୍ଚଳ ୫୫ ନମ୍ବର ଜାତୀୟ ରାଜପଥ ମୁଖ୍ୟ ଚିକିତ୍ସଳ ରାସ୍ତା ନିକଟରେ ଏକ ଗୋରୁ ବୋଝେଇ ଗାଡିକୁ ହାଇୱେ ପୋଲିସ ଅଟକ ରଖି ତଦନ୍ତ କରିଛନ୍ତିା ଗାଡିରେ ୩ଟି ଗୋରୁଥିବା ବେଳେ ସେମାନଙ୍କୁ ଭିଲାଇରୁ ଜଗତସିଂପୁର ନେଉଥିଲେ ।ସେମାନ ପୋଲିସକୁ ଦେଖାଇଥିବା କାଗଜ ପତ୍ରରେ କିଛି ତୃଟି ଥିବାରୁ ହାଇୱେ ପେଟ୍ରୋଲିଙ୍ଗ ପୋଲିସ ଟାଉନଥାନା ପୋଲିସ ଜିମା ଦେଇଥିଲେ ।
Read More News
T & CPrivacy PolicyContact Us