Download Now Banner

This browser does not support the video element.

ଓରିଏଣ୍ଟ: ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ଲମଟିବାହାଲ ଗଣେଷ ପୂଜା କମିଟି ପକ୍ଷରୁ ଗଜାନନ ଗଣେଷ ଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

Orient, Jharsuguda | Sep 1, 2025
ଆଜି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ପୌର ପରିଷଦ ଅନ୍ତର୍ଗତ ଲମଟିବାହାଲ ଗଣେଷ ପୂଜା କମିଟି ପକ୍ଷରୁ ଆଜି ସନ୍ଧ୍ୟା ସାତଟା ସମୟରେ ଗଜାନନ ଗଣେଷ ଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗଜାନନ ଶ୍ରୀ ଗଣେଷ ଙ୍କ ଏହି ଭଷାଣି ଶୋଭାଯାତ୍ରାରେ ଅନେକ ପୁରୁଷ ଓ ମହିଳାଙ୍କ ସମେତ କମିଟି ର ସଦସ୍ୟ ଗଣ ଉପସ୍ଥିତ ରହିଥିଲେ। ବାଜା ରୋଷଣୀ ର ତାଳେତାଳେ ବିଗ୍ନହର୍ତା ଗଣେଷ ଙ୍କ ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଅନେକ ଶ୍ରଦ୍ଧାଳୁ ଉପସ୍ଥିତ ରହି ବିଦାୟ ଦେଇଥିଲେ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ଟ୍ରାଫିକ ନିୟନ୍ତ୍ରଣ କରାଯାଇ
Read More News
T & CPrivacy PolicyContact Us