Download Now Banner

This browser does not support the video element.

ଆଠମଲ୍ଲିକ: ଷଷ୍ଠ ଶ୍ରେଣୀ ଛାତ୍ରୀ ଙ୍କୁ ଅପହରଣ , ଲୋକେ ଉଦ୍ଧାର କରି ପରିବାର ଜିମା ଦେଲେ ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ଅଞ୍ଚଳ ର ଜଣେ ଷଷ୍ଠ ଶ୍ରେଣୀ

Athmallik, Angul | Sep 1, 2025
ଙ୍କୁ ଜଣେ ଯୁବକ ଅପହରଣ କରି ନେଉଥିବା ବେଳେ ଲୋକେ ଉକ୍ତ ଅପହରଣ ଛାତ୍ରୀ କୁ ଉଦ୍ଧାର କରି ପରିବାର କୁ ହସ୍ତାନ୍ତର କରିଛନ୍ତି । ଏହି ଘଟଣା କୁ ନେଇ ଠାକୁରଗଡ ଥାନା ଅଞ୍ଚଳ ରେ ଆତଙ୍କ ଦେଖା ଦେଖା ଦେଇଛି । ଘଟଣା ରୁ ଜଣା ପଡିଛି ଯେ ଜଣେ ଷଷ୍ଠ ଶ୍ରେଣୀ ର ଛାତ୍ରୀ ବିଦ୍ୟାଳୟ କୁ ପାଠ ପଢିବା ପାଇଁ ଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବିଭିନ୍ନ ଲୋଭ ଦେଖାଇ ଏକ ବସ ଯୋଗେ ବସାଇ ଅପହରଣ କରିନେଇଥିଲେ । ଉକ୍ତ ଛାତ୍ରୀ ଜଣ ଙ୍କ ବସ ଯୋଗେ ଯାଉଥି
Read More News
T & CPrivacy PolicyContact Us