Download Now Banner

This browser does not support the video element.

ବାଙ୍ଗିରିପୋଷି: କୁଳିଅଣା  ନିକଟ ରେଏକ ଘରେଇ ଯାତ୍ରୀ ବାହି ବସ ରେ ସଟ ସର୍କିଟ ଯୋଗୁଁ ,ବସ ଭିତର ଧୁଆଁ ମୟ,ଅଳ୍ପକେ ବର୍ଟିଲେ ଯାତ୍ରୀ

Bangiriposi, Mayurbhanj | Jul 16, 2025
18ନମ୍ବର ଜାତୀୟ ରାଜପଥ ର କୁଳିଅଣା ନିକଟ ରେ ଆଜି ରାତି 9 ଘଟିକା ସମୟରେ  ଏକ ଘାରେଇ ବସ ରେ ସଟ୍ ସର୍କିଟ ଯୋଗୁଁ ବସ ଭିତର ଧୁଆଁ ରେ ଭର୍ତ୍ତି ହେଇ ଯିବା ଫଳରେ ବସ ଯାତ୍ରୀ ମାନେ ଆତଙ୍କିତ ହେଇ ଝରକା ଭାଙ୍ଗି ବାହାରକୁ ଆସିଥିଲେ।ଚାଳକ ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଏକ ବଡ଼ ଦୁର୍ଘଟଣା କି ଏଡ଼ାଇ ଦିଆ ଯାଇଛି।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୁଚନା ମିଳିଛି।
Read More News
T & CPrivacy PolicyContact Us