This browser does not support the video element.
ରାଇଘର: ପବିତ୍ର ଗାନ୍ଧୀ ଜୟନ୍ତୀ ରେ ରେ ଯୋଗଦାନ ଦେଲେ ଗଣ ଶିକ୍ଷା ମନ୍ତ୍ରୀ
Raighar, Nabarangpur | Oct 2, 2025
ପବିତ୍ର ଗାନ୍ଧୀ ଜୟନ୍ତୀ ତାରିଖ:-୨/୧୦/୨୦୨୫ ସ୍ଥାନ:-ଉମରକୋଟ ପବିତ୍ର ଗାନ୍ଧୀ ଜୟନ୍ତୀ ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ପାଳିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ରାଇଘର ବ୍ଲକ ଗସ୍ତ କରି ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ମହାତ୍ମା ଗାନ୍ଧୀ ଙ୍କ ଜନ୍ମ ଦିବସରେ ତାଙ୍କର ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଶ୍ରୀ ଗଣ୍ଡ ଆହ୍ୱାନ ଦେଇଥିଲେ।