Download Now Banner

This browser does not support the video element.

ଝାରସୁଗୁଡା: ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଝାରସୁଗୁଡ଼ା ଡିଭିଜନ ପକ୍ଷରୁ ଝାରସୁଗୁଡାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Jharsuguda, Jharsuguda | Sep 28, 2025
ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଝାରସୁଗୁଡ଼ା ଡିଭିଜନ ପକ୍ଷରୁ ରବିବାର ଦିନ ୨ଟା ସମୟରେ ଝାରସୁଗୁଡାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଘର ଡିଭିଜନ ସମ୍ପାଦକ ପ୍ରଦୀପ ସାହୁ ସଂଘ ପକ୍ଷରୁ ବିଭିନ୍ନ ଦାବୀ ନେଇ ପି.ସି.ସି.ଏଫ୍ ଙ୍କ କାର୍ଯ୍ୟାଳୟରେ ଅକ୍ଟୋବର ୧୪ ତାରିଖରେ ହେବାକୁ ଥିବା ସମାବେଶ ତଥା ଧାରଣା ସମ୍ପର୍କରେ ସୂଚନା ଦେଇଥିଲେ। ବିଭିନ୍ନ ଦାବି ସହିତ ତୋଳାଳୀ ମାନଙ୍କ ପତ୍ର ଦର ବୃଦ୍ଧି ଦାବୀରେ ଏହି ସମାବେଶ ତଥା ଧାରଣା ରେ ସାରା ରାଜ୍ୟରୁ ପାଞ୍ଚ ହଜାର ତୋଳାଳୀ କର୍ମଚାରୀ ସମବେତ ହେବାକୁ ଥିବାବେଳେ ଝାରସୁଗୁଡ଼ା ଡିଭିଜନରୁ ୫୦୦ ଶହ ତୋଳାଳୀ
Read More News
T & CPrivacy PolicyContact Us