Download Now Banner

This browser does not support the video element.

ଢେଙ୍କାନାଳ ସଦର: ରୁଙ୍ଗଟା କାରଖାନା ନିକଟରେ ଶିଳ୍ପାଞ୍ଚଳ ଟ୍ରକ ମାଲିକମାନଙ୍କ ସହିତ ଉପଜିଲ୍ଲାପାଳ ଓ ତହସିଲ ଦାରଙ୍କ ଆଲୋଚନା

Dhenkanal Sadar, Dhenkanal | Sep 8, 2025
ଢେଙ୍କାନାଳ ଓଡାପଡ଼ା ବ୍ଲକ ଖଡବନ୍ଧ ରୁଙ୍ଗଟା କାରଖାନା ନିକଟରେ ଆଜି ପୁର୍ବାହ୍ନରୁ ଶିଳ୍ପାଞ୍ଚଳ ଟ୍ରକ ମାଲିକମାନ ସଂଘ ପକ୍ଷରୁ ଧାରଣା ଦେଇଛନ୍ତି । ସେମାନଙ୍କ ଟ୍ରକ ଗୁଡ଼ିକୁ କମ୍ପାନୀ ପରିବହନ କାର୍ଯ୍ୟରେ ନ ଲଗାଇ ମନମାନି କରି ବାହାର ଟ୍ରକ ଗୁଡିକୁ କାର୍ଯ୍ୟରେ ଲଗାଉଥିବାରୁ ମାଲିକମାନେ ଅଭନ୍ତୋଷ ପ୍ରକାଶ କରି ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ହିନ୍ଦୋଳ ଉପଜିଲ୍ଲାପାଳ ପ୍ରଭାସ କୁମାର ବେହୁରା, ତହସିଲ ଦାରଦିଲ୍ଲିପ ସେଠୀ ଏବଂ ହିନ୍ଦୋଳ ଏସଡିପିଓ ସତ୍ୟ କୁମାର ନନ୍ଦ ସନ୍ଧ୍ୟା ୭ଟାରେ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us