Download Now Banner

This browser does not support the video element.

ଅନୁଗୋଳ: ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମ ଠାରେ ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ ଗଠନ, ଆବାହକ ଚିନ୍ମୟୀ ଦାସଙ୍କ ପ୍ରତିକ୍ରିୟା

Anugul, Angul | Aug 26, 2024
ଅନୁଗୋଳ ଜିଲ୍ଲାର ନିଃସହାୟ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଯୋଗାଇଦେବା ନେଇ ସୋମବାର ଅପରାହ୍ନରେ ମାଳତୀ ବିହାର ସ୍ଥିତ ମାନବ ସେବାଶ୍ରମ ଠାରେ ଜିଲ୍ଲା ରୋଗୀ ସେବା ସୁରକ୍ଷା ମଞ୍ଚ ନାମରେ ନୂତନ ସଂଗଠନ ଗଠନ ହୋଇଛି l ଏନେଇ ଆବାହକ ଚିନ୍ମୟୀ ଦାସ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l
Read More News
T & CPrivacy PolicyContact Us