This browser does not support the video element.
ଧର୍ମଗଡ: ଚିଲିଚିଲା ଛକ ଠାରେ ଚେକିଂ କଡାକଡ଼ି, ମଦ ପିଇ ଗାଡି ଚଳାଉଥିବା ବ୍ୟକ୍ତିଙ୍କ କଟିଲା ଚାଲାଣ
Dharamgarh, Kalahandi | Sep 11, 2025
ଧର୍ମଗଡ ଥାନା ଚିଲିଚିଲା ଛକ ଠାରେ ଗୁରୁବାର ରାତ୍ର ୮ ଟା ରେ ଧର୍ମଗଡ ପୋଲିସ ଚେକିଂ କଡାକଡ଼ି କରିଛି। ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରଙ୍କୁ ଚାଲାଣ କାଟିବା ସହ ଗାଡି ସବୁ ଅଟକ ରଖୁଥିବା ଦେଖିବାକୁ ମିଳିଛି। ଧର୍ମଗଡ ଥାନା ଅଧିକାରୀ ସୁଦର୍ଶନ ନାୟକ ଙ୍କ ନିର୍ଦେଶ କ୍ରମେ ପୋଲିସ ସବ ଇନ୍ସପେକ୍ଟର ଡୋଳାମଣି ମିର୍ଦ୍ଧା ଏବଂ ପୋଲିସ ଏଏସଆଇ ପ୍ରବୀଣ କୁମାର ରଥ ପୋଲିର ର ଏକ ଟିମ ସହ ଚେକିଂ କରୁଥିଲେ।