Download Now Banner

This browser does not support the video element.

ଝରିଗାଁ: ମେଦନା ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ; ଜଣେ ଗୁରୁତର

Jharigan, Nabarangpur | Jul 1, 2024
ଝରିଗାଁ ଅଂଚଳରୁ ଡାବୁଗାଁ ଆସିବା ସମୟରେ ମେଦାନ ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ। ଫଳରେ ଚାଳକ ଗୁରୁତ୍ୱର ହଇ ରାସ୍ତା କଡରେ ଚିଟିକି ପଡିଥିଲା। ସ୍ଥାନୀୟ ଲୋକ ମାନେ ଉଦ୍ଧାର କରି ତାକୁ ଡାବୁଗାଁ ମେଡିକାଲ କୁ ଆଣିଥିଲେ ଏଵଂ ଗୁରୁତ୍ୱର ହେବାରୁ ପରିବାରଙ୍କୁ ସୂଚନା ଦେଇ ନବରଙ୍ଗପୁର ମୁଖ୍ୟଚିକିତ୍ସା ଲୟକୁ ପଟେଇଥିଲେ। ପ୍ରକୃତ ଘଟଣାଟି କଣ ତାହା ପୋଲିସର ତଦନ୍ତ ପରେ ଜଣା ପଡିବ
Read More News
T & CPrivacy PolicyContact Us