This browser does not support the video element.
ରେଢାଖୋଲ: କଙ୍କଣପଡା ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବି କଲେ ଗ୍ରାମବାସୀ
Rairakhol, Sambalpur | Oct 8, 2025
କଙ୍କଣପଡା ଗ୍ରାମରେ ମଦ ବିକ୍ରି ବନ୍ଦ ପାଇଁ ଉପଜିଲ୍ଲାପାଳଙ୍କୁ ଦାବି କଲେ ଗ୍ରାମବାସୀ ।ରେଢ଼ାଖୋଲ ଥାନା ଅନ୍ତର୍ଗତ କୁକୁଡାବାହାଳୀ ପଞ୍ଚାୟତ କାଙ୍କଣପଡା ଗ୍ରାମରେ ମଦ ବିକ୍ରୀକୁ ଗ୍ରାମବାସୀ ତୀବ୍ର ବିରୋଧ କରୁଛନ୍ତି।ଗ୍ରାମବାସୀଙ୍କ କହିବା ଅନୁଯାଇ ଗାଁରେ ସନ୍ଥକବି ଭୀମଭୋଇଙ୍କ ସ୍ମୁତିସ୍ଥଳ ରହିଛି।ଏଠାକୁ ଦୈନିକ ଦୁର ଦୂରାନ୍ତରୁ ଅନେକ ସାଧୁସନ୍ଥ ମାନଙ୍କର ଆଗମନ ହେଉଥିବା ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଦ ମଧ୍ଯ ଏହି ଗାଁରେ ପଡି ସାରିଛି।