This browser does not support the video element.
କବିସୂର୍ଯ୍ୟନଗର: ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ଶୁଣାଣି ପାଇଁ ବେଗୁନିଆପଡା ବ୍ଲକ ରେ ପ୍ରସ୍ତୁତି ବୈଠକ
Kabisuryanagar, Ganjam | Aug 20, 2025
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ ଓ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ଅଭିଯୋଗ ଶୁଣାଣି ଶିବିର ବେଗୁନିଆପଡା ବ୍ଲକ ରେ ଆସନ୍ତା 25 ତାରିଖରେ ଅନୁଷ୍ଠିତ ହେବ । ସେଥିପାଇଁ ବେଗୁନିଆପଡା ବ୍ଲକ ସଭାଗୃହରେ ବିଡ଼ିଓ ସସ୍ମିତା ଶତପଥି ଙ୍କ ତତ୍ୱାବଧାନ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ କରିବାକୁ ଆସିବାକୁ ଥିବା ଜନ ସାଧାରଣଙ୍କ ସୁବିଧା ପାଇଁ କଣ କଣ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା । କେମିତି ପଞ୍ଜିକରଣ କରାଯିବ ବିଭିନ୍ନ ବିଷୟରେ ଆସିଥିବା ଅଭିଯୋଗ କାରିଙ୍କୁ କିପରି ସହଯୋଗ କାରିଙ୍କୁ କିପରି ସହଯୋଗ କରାଯିବ ଆଲୋଚନା କରାଯାଇଥିଲା