Download Now Banner

This browser does not support the video element.

ବଲାଙ୍ଗୀର: ଜିଲ୍ଲାରେ ୮ ସେପ୍ଟେମ୍ବରେ ଜନ ଅଭିଯୋଗ ଶୁଣାଣି ଶିବିର

Balangir, Balangir | Sep 7, 2025
ଜିଲ୍ଲାରେ ୮ ସେପ୍ଟେମ୍ବରେ ଜନ ଅଭିଯୋଗ ଶୁଣାଣି ଶିବିର ଆସନ୍ତା ସୋମବାର ତାରିଖ ୮ ସେପ୍ଟେମ୍ବର, ବଲାଙ୍ଗିର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ ଏହି ଶିବିରରେ ଜନସାଧାରଣଙ୍କ ସମସ୍ୟା, ଅଭିଯୋଗ ଓ ପ୍ରସ୍ତାବଗୁଡ଼ିକୁ ସିଧାସଳଖ ସୁଣିବା ସହିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଗ୍ରାମ ପଞ୍ଚାୟତ ସ୍ତରୀୟ ଶୁଣାଣି ମଧ୍ୟ ସୂଚୀତ ସ୍ଥାନରେ ସକାଳ ୧୦ଟାରୁ ଆରମ୍ଭ ହେବ।
Read More News
T & CPrivacy PolicyContact Us