Download Now Banner

This browser does not support the video element.

ବଲାଙ୍ଗୀର: ରଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ କଲେଜ ହଷ୍ଟେଲରେ ଛାତ୍ରୀ ପ୍ରସବ ଘଟଣା ସୁରକ୍ଷା ଉପରେ ପ୍ରଶ୍ନ

Balangir, Balangir | Aug 21, 2025
ରଜେନ୍ଦ୍ର ବିଶ୍ଵ ବିଦ୍ୟାଳୟରେ କଲେଜ ହଷ୍ଟେଲରେ ଛାତ୍ରୀ ପ୍ରସବ ଘଟଣା ସୁରକ୍ଷା ଉପରେ ପ୍ରଶ୍ନ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଜଣେ ଛାତ୍ରୀ ପ୍ରସବ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ହଷ୍ଟେଲରେ ଛାତ୍ରୀ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି। ଯଦିଓ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନାହିଁ, ଘଟଣାର ତଦନ୍ତ ପାଇଁ ଦାବି କରିଛନ୍ତି ଛାତ୍ର ବିଜେଡି ଓ କଂଗ୍ରେସ ନେତାମାନେ। ଏହି ଅଭିଯୋଗ ଉପରେ ଯଥାଚିତ ତଦନ୍ତ କରାଯିବ ବୋଲି ସମ୍ପୃକ୍ତ କଲେଜ ରେଜିଷ୍ଟ୍ରାର ପକ୍ଷରୁ କୁହାଯାଇଛି। ଏହି ଘଟଣା କୁ ନେଇ ଆଜି ରାତି ୯ଟା ସମୟ ରେ ପ୍ରତିକ୍ରିୟା ରଖୁଛନ୍ତି
Read More News
T & CPrivacy PolicyContact Us