Download Now Banner

This browser does not support the video element.

ଯୋଡା: ଆଜାଦବସ୍ତି ହୁଳି ସାହିରେ ପିଲାଙ୍କ କଳିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍ ଅଭିଯୋଗରେ ଜଣେ ଗିରଫ

Joda, Kendujhar | Apr 27, 2024
ଯୋଡ଼ା ଥାନା ଅନ୍ତର୍ଗତ ଆଜାଦବସ୍ତି ହୁଳି ସାହିରେ ପିଲାଙ୍କ କଳିକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍ ହୋଇଛି। ସୂଚନା ମୁତାବକ, ଅଞ୍ଜୁମାନ ଖାତୁନ ଏବଂ ମହମ୍ମଦଙ୍କ ପରିବାର ମଧ୍ୟରେ ପିଲାଙ୍କ କଳିକୁ ନେଇ ଉଗ୍ରରୂପ ନେଇଥିଲା । ଏଥିରେ ଅଞ୍ଜୁମାନ ଖାତୁନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତେବେ ଏ ନେଇ ଶନିବାର ଥାନାରେ ଅଭିଯୋଗ ପରେ ପୋଲିସ ସାଜିଦ ଖାନକୁ ଗିରଫ କରି କୋର୍ଟ ଚାଲାଣ କରିଛି।
Read More News
T & CPrivacy PolicyContact Us