Download Now Banner

This browser does not support the video element.

ତେଲକୋଇ: କନ୍ତଲେଇ ଗାଁ ଦାଢିଆସାହିରେ ଗୋଠଛଡ଼ା ଦନ୍ତାର ଉତ୍ପାତ,କଡ଼ା ନଜର ରଖିଛି ବନବିଭାଗ

Telkoi, Kendujhar | Sep 21, 2025
ତେଲକୋଇ ରେଞ୍ଜ କନ୍ତଲେଇ ଗାଁ ଦାଢିଆ ସାହିରେ ଗୋଠ ଛଡ଼ା ଦନ୍ତା , ଧାନ ଫସଲ ନଷ୍ଟ କରିବା ସହ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ । ହାତୀକୁ କଡ | ନଜର ରଖିଛି ବନବିଭାଗ l ଆଜି ରାତ୍ରୀ ୧୧.୩୦ ମି. ସମୟର ସୂଚନା l
Read More News
T & CPrivacy PolicyContact Us