Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ବାମଣ୍ଡା ଗ୍ରାମରେ ୨୬ତମ ଗଜଲଷ୍ମୀ ପୂଜା ଉପଲକ୍ଷେ ୧୦୦୮ଦୀପ ଦାନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
Baudh Sadar, Boudh (Bauda) | Oct 8, 2025
ହରାଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମରେ ୨୬ତମ ଗଜଲଷ୍ମୀ ପୂଜା ଅବସରରେ l ଆଜି ସନ୍ଧ୍ୟା ୭ଟା ସମୟରେ ଭକ୍ତ ମାନଙ୍କ ଦ୍ୱାରା ୧୦୦୮ଦୀପ ଦାନ ସହିତ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଏଠାରେ ୧୦୦୮ଦୀପରେ ମା ଲଷ୍ମୀଙ୍କ ନାମକୁ ଲେଖି ନିଆରା ଢଙ୍ଗରେ ଗଜଲଷ୍ମୀ ପୂଜା ପାଳନ କରିଛନ୍ତି l
Share
Read More News
T & C
Privacy Policy
Contact Us
Your browser does not support JavaScript!