Install App
khabar24pintu
This browser does not support the video element.
କଟକ ପୌରାଞ୍ଚଳ: ମଲାଚଣ୍ଡିଆ ଛକରେ ସଂଖ୍ୟାଧିକ ଯାତ୍ରୀଙ୍କୁ ଧରି ଆସୁଥିବା ଏକ ଆମବସ୍ ରବିବାର ରାତିରେ ରାସ୍ତାରେ ଅଚଳ ହୋଇଥିଲା।
Cuttack M Corp PS, Cuttack | Sep 7, 2025
ମଲାଚଣ୍ଡିଆ ଛକରେ ସଂଖ୍ୟାଧିକ ଯାତ୍ରୀଙ୍କୁ ଧରି ଆସୁଥିବା ଏକ ଆମବସ୍ ରାସ୍ତାରେ ରବିବାର ରାତି ୯ ଟାରେ ଅଚଳ ହୋଇଥିଲା। ଏପଟେ ଅଚଳ ଗାଡିକୁ ମରାମତି କରିବାକୁ କୌଣସି ମେକାନିକ ନ ଆସିବାରୁ ବସ୍ଟି ରାସ୍ତା ମଝିରେ ଦୁଇଘଣ୍ଟାରୁ ଊର୍ଦ୍ଧ୍ବ ପଡ଼ି ରହିଥିଲା। ଯାହାଫଳରେ ଟ୍ରାଫିକ୍ ସମସ୍ୟା ଦେଖାଦେଇଥିଲା।
Share
Read More News
T & C
Privacy Policy
Contact Us
Your browser does not support JavaScript!