Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ରାନୀସତୀ ଦାଦି ମନ୍ଦିରରେ ଆୟୋଜିତ ମହାଭୋଗ ପ୍ରସାଦ କାର୍ଯ୍ୟକ୍ରମରେ ସାମିଲ ହେଲେ ଝାରସୁଗୁଡା ବିଧାୟକ

Jharsuguda, Jharsuguda | Sep 1, 2025
ଝାରସୁଗୁଡା ସହର ସ୍ଥିତ ରାନୀସତୀ ଦାଦି ମନ୍ଦିର ଠାରେ ଶ୍ରୀ ଶ୍ରୀ ଗଣେଷ ପୂଜା ସମିତି ଦ୍ୱାରା ଆୟୋଜିତ ମହାଭୋଗ ପ୍ରସାଦ କାର୍ଯ୍ୟକ୍ରମରେ ସାମିଲ ହେଲେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ। ତେବେ ଆଜି ଦିନ ଦୁଇଟା ସମୟରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ସହର ସ୍ଥିତ ରାନୀସତୀ ଦାଦି ମନ୍ଦିର ଗସ୍ତ କରି ପୂଜାର୍ଚ୍ଚନା କରିବା ସହିତ ଆୟୋଜିତ ମହାଭୋଗ ପ୍ରସାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ବିଘ୍ନହର୍ତା ଶ୍ରୀ ଗଣେଷ ଭଗବାନ ଏବଂ ରାନୀ ସତୀ ଦାଦି ଙ୍କ ଚରଣରେ ସମସ୍ତ ଝାରସୁଗୁଡା ବାସୀଙ୍କ ପାଇଁ ମଙ୍ଗଳକାମନା କରିଛନ୍ତି ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ।
Read More News
T & CPrivacy PolicyContact Us