Download Now Banner

This browser does not support the video element.

ସଦର: ସର୍ଗିଗୁଡା ଠାରେ ହାଇଓ୍ବା ଧକ୍କାରେ ଚାଲିଗଲା ମହିଲା ଙ୍କ ଜୀବନ, ପୋଲିସ ର ତଦନ୍ତ ଜାରୀ

Sadar, Kalahandi | Sep 10, 2025
ଆଜି ଭବାନୀପାଟଣା ସରଦଥାନା ସର୍ଗିଗୁଡା ରୁ PWD ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ମଝିରେ ସର୍ଗିଗୁଡା ଠାରେ ଥିବା ପ୍ରକାଶ ମହାନ୍ତି ନାମକ ବ୍ୟକ୍ତିଙ୍କ କ୍ରସର କୁଆଁରୀ କୁ ଯାଉଥିବା ହାଇଓ୍ବା ଧକ୍କାଦେବା ଫଲରେ ଯମୁନାବାହାଲ ଗାଁ ମହିଳା ଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ହିଁ ମୁଣ୍ଡ ଚାପିହୋଇ ମୃତ୍ୟୁ ଘଟିଥିବାବେଳେ ଭବାନୀପାଟଣା ସଦରଥାନା ପୋଲିସ ପହଞ୍ଚି ଶବ କୁ ଜବତ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଅଧିକ ତଦନ୍ତ ଜାରୀ ରଖିଛନ୍ତି।ଅନ୍ୟପଟେ ମୃତଙ୍କ ପରିବାର ଙ୍କୁ କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍
Read More News
T & CPrivacy PolicyContact Us