Download Now Banner

This browser does not support the video element.

ସୁକିନ୍ଦା: କାଳିଆପାଣି ପୋଲିସ ଦ୍ବାରା ମଧ୍ୟପ୍ରଦେଶରୁ ଉଦ୍ଧାର ହେ‌ଲେ ନାବାଳିକା, ଅଭିଯୁକ୍ତ ବର ଥାନାରେ ଅଟକ

Sukinda, Jajpur | Aug 22, 2025
ଯାଜପୁର ଜିଲ୍ଲାର ୨ ଜଣିଆ ମହିଳା ରାକେଟ୍‌ ଷଡ଼୍‌ଯନ୍ତ୍ର କରି ଜଣେ ନାବାଳିକା କଲେଜ୍‌ ଛାତ୍ରୀଙ୍କୁ ମଧ୍ୟପ୍ରଦେଶର ଜଣେ ବ୍ୟକ୍ତିକୁ ବିକି ଦେଇଥିଲେ। ଏନେଇ କାଳିଆପାଣି ପୁଲିସ ମଧ୍ୟପ୍ରଦେଶରୁ ଏହି କିଣାକନ୍ୟାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ପୀଡ଼ିତା ନାବାଳିକାଙ୍କୁ ବେଆଇନ ଭାବେ କିଣି ବିବାହ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଉଠାଇ ଆଣି କାଳିଆପାଣି ଥାନାରେ ଅଟକ ରଖିଛି । ଶୁକ୍ରବାର ଅପରାହ୍ନ 3 ଘଟିକା ସମୟରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୀଡ଼ିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us