Download Now Banner

This browser does not support the video element.

ସୁକିନ୍ଦା: ଜାମୁପଶି ଗ୍ରାମ ରାସ୍ତାରୁ ବିଲୁପ୍ତ ଅଚିହ୍ନା ଜଙ୍ଗଲି ଜନ୍ତୁ ବନ ବିଭାଗ ଦ୍ବାରା ଉଦ୍ଧାର

Sukinda, Jajpur | Sep 28, 2025
ଏକ ଅଜଣା ଜଙ୍ଗଲି ଜନ୍ତୁ ଜାମୁପଶି ରାସ୍ତାରେ ତାର ଛୁଆକୁ ଚ୍ଛାଡ଼ି ପଳାଇଥିବା ବେଳେ ସ୍ଥାନୀୟ ଲୋକେ ଏପରି ଅଚିହ୍ନା ଜଙ୍ଗଲି ଜନ୍ତୁ ଦେଖି ଭୟବିତ୍ ହୋଇ ତୁରନ୍ତ ସୁକିନ୍ଦା ବନ ବିଭାଗ କର୍ମଚାରୀ ମାନଙ୍କ ସହିତ ଯୋଗାଯୋଗ କରିଥିଲେ । ସୁକିନ୍ଦା ବନ ବିଭାଗ କର୍ମଚାରୀ ମାନେ ସୂଚନା ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସେହି ଜଙ୍ଗଲି ଜନ୍ତୁଟିକୁ ଉଦ୍ଧାର କରି ତାର ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରଖିଥିବା ବେଳେ ଏହା ଏକ ଗାଢା ଭାଲୁ ବୋଲି ସୁକିନ୍ଦା ବନ ବିଭାଗ ଅଧିକାରୀଣି ମନୋରମା ହୋତାଙ୍କ ପକ୍ଷରୁ ସୂଚନା ମିଳିଛି ।
Read More News
T & CPrivacy PolicyContact Us