Download Now Banner

This browser does not support the video element.

ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସିର ମୁଖ୍ୟ ଅଧିକାରୀ ନିମପଲି ଛାତ୍ରୀ ନିବାସ ରେ ଖାଦ୍ୟ ବଣ୍ଟନ କରିଲେ ।

Digapahandi, Ganjam | Aug 31, 2025
ଗଂଜାମ ଜିଲ୍ଲା ଦିଗପହଣ୍ଡି ଏନଏସିର ମୁଖ୍ୟ ଅଧିକାରୀ ସ୍ଵୟତ ଶାସନ ଦିବସକୁ ଟିକିଏ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି । ଦିଗପହଣ୍ଡି ଏନଏସିର ମୁଖ୍ୟ ଅଧିକାରୀ ତଥା ସାଥି କର୍ମଚାରୀ ମାନେ ନିମପଲ୍ଲି ଗ୍ରାମରେ ଥିବା ରାଜ୍ୟ ସରକାରଙ୍କ ଛାତ୍ରୀ ନିବାସରେ ପହଁଚି ଖାଦ୍ୟ ବଣ୍ଟନ କରିଥିବାର ଖବର ମିଳିଛି । ଏହି କାର୍ଯ୍ୟକ୍ରମ ଅ।ଜି ଦିନ 2 ଘଣ୍ଟ ସମୟରେ କରାଯାଇଥିବାର ସୂଚନା ମିଳିଥିବା ବେଳେ ସ୍ଵାୟତ ଶାସନ ଦିବସର ମହତ୍ଵ ଉପରେ ଛାତ୍ରୀ ନିବାସର ଛାତ୍ରୀ ମାନଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ କହିଥିଲେ ଏନଏସିର ମୁଖ୍ୟ ଅଧିକାରୀ ।
Read More News
T & CPrivacy PolicyContact Us