Download Now Banner

This browser does not support the video element.

ସୋନପୁର: ପିତାମହୁଲ ବାଉରୀ ଜୋର ସେତୁ ଉପରୁ 6.400 ମିଲିଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ସୁବଳୟା ଥାନାରେ ମାମଲା ରୁଜୁ

Sonapur, Subarnapur (Sonepur) | Sep 14, 2025
ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ପୋଲିସ ରାତ୍ରି କାଳୀନ ପାଟ୍ରୋଲିଙ୍ଗ କରୁଥିବା ବେଳେ, ପିତାମହୁଲ ବାଉରୀ ଜୋର ସେତୁ ଉପରୁ 6.400 ମିଲିଲିଟର ରନ୍ଧା ଦେଶି ମଦ ଶହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଏନେଇ ଏକ ମାମଲା ରୁଜୁ ହୋଇଥିବା ଜଣା ପଡିଛି l
Read More News
T & CPrivacy PolicyContact Us