Download Now Banner

This browser does not support the video element.

ତେଲକୋଇ: କାଳିଆହତା ପୋଲିସ ଫାଣ୍ଡି ଅଧିକାରୀକଂ ମହାନତା, ଅଞ୍ଚଳକୁ ସୃଙ୍ଖଳିତ କରିବାସହିତ ଦୀର୍ଘ ୭କି.ମି. ଭଙ୍ଗାରାସ୍ତାକୁ ସମତୁଲ କଲେ

Telkoi, Kendujhar | Sep 7, 2025
କାଳିଆହତା , ବେଣାମୁଣ୍ଡା ରାସ୍ଥା ର ଅବସ୍ଥା ସୂଚନିୟ ହୋଇଥିବା ବେଳେ ଆଜି ସକାଳୁ ଏକ ଆମ୍ବୁଲାନ୍ସ ଭଲଟିବା ଅବସ୍ଥାରେ ଯାଉଥିଲା, ପେଟ୍ରୋଲିଙ୍ଗ ରେ ଯାଉଥିବା କାଳିଆ ହତା ଫାଣ୍ଡି ଅଧିକାରୀ ରୂପେସ ମହାନ୍ତ ଦେଖି ସ୍ଥାନିୟ ବାସିନ୍ଧା ,ଫାଣ୍ଡି କର୍ମଚାରିଙ୍କ ସହାୟତାରେ ଏବଂ ସ୍ଥାନିୟ ଟ୍ରାକଟର କଂ ସହାୟତାରେ ଦିର୍ଘ ସାତ କି.ମି. ରାସ୍ତାକୁ ମାଟି ଗୁଡ଼ି ପକାଇ ସମତୁଲ କରିଛନ୍ତି । ନିଜେ Asi ଶ୍ରୀ ମହାନ୍ତ କାମ କରୁଥିବା ଦେଖିବାକୁ ମିଳିଥିଲା । ଏପରି ମହାନତା କାର୍ଯ୍ୟକୁ ନେଇ ଅଞ୍ଚଳର ବୁଦ୍ଧିଜୀବି ,ଅଞ୍ଚଳ ବାସି ପ୍ରସସାଂ କରିଛନ୍ତି ଆଜି ଅପରାହ୍ନ ୫.୩୦ମି. ସମୟର ସୂଚନା ।
Read More News
T & CPrivacy PolicyContact Us