Install App
mishrasanuj
This browser does not support the video element.
ବଲାଙ୍ଗୀର: ସୁଦପଡ଼ା ବିଦ୍ୟାଳୟରେ ବିରାଟ ଗଛ କଟା ଦାବି,ଆପ ଦଳଙ୍କ ଦ୍ୱାରା ଡିଫଓକୁ ଦାବିପତ୍ର ପ୍ରଦାନ କରି ରଖିଲେ ପ୍ରତିକ୍ରିୟା
Balangir, Balangir | Sep 9, 2025
ବଲାଙ୍ଗୀର ସୁଦପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ବିରାଟ ଗଛ କଟା ସମସ୍ୟା ନେଇ, ଆମ ଆଦମୀ ପାର୍ଟି ଜିଲ୍ଲା ସଭାପତି ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ପାଞ୍ଚଜଣିଆ ଦଳ ବଲାଙ୍ଗୀର DFO ସହିତ ଆଲୋଚନା କରି, ଛାତ୍ରମାନଙ୍କ ସୁରକ୍ଷା ପାଇଁ ଦୁଇଟି ଗଛ ତୁରନ୍ତ କାଟିବା ଦାବିପତ୍ର ପ୍ରଦାନ କରିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!