Install App
mikipatro.7381497391
This browser does not support the video element.
ଝରିଗାଁ: ଏକ ପେଡ୍ ମା' କେ ନାମ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଝରିଗାଁ ଅଞ୍ଚଳରେ ବୃକ୍ଷରୋପଣ କଲେ ଏସଏସଜି ମହିଳା
Jharigan, Nabarangpur | Jun 26, 2024
"ଏକ ପେଡ୍ ମାଆ କେ ନାମ" କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଝରିଗାଁ ଅଂଚଳରେ ଗଛ ଲଗାଇଲେ ମିଶନଶକ୍ତି ଏସ ଏସ ଜି ଗ୍ରୁପର ମହିଳା ମାନେ।ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏହାର ମୂଳ ଲକ୍ଷ୍ୟ ହେଲା ସାରା ଓଡ଼ିଶାରେ ମିଶନଶକ୍ତି ଜରିଆରେ ୫କୋଟି ଗଛ ଲଗାଇବାକୁ ରଖାଯାଇଛି ଟାର୍ଗେଟ।
Share
Read More News
T & C
Privacy Policy
Contact Us
Your browser does not support JavaScript!