Download Now Banner

This browser does not support the video element.

ବାରିପଦା ମ୍ୟୁନିସିପାଲଟି: ବାରିପଦା ଡିଗ୍ରୀ କଲେଜର ଇଣ୍ଡୋର୍ ହଲ୍ ଠାରେ ଅସ୍ମିତା ଉଷୁ ଲିଗ୍ ଉଦଯାପିତ, ବାରିପଦା ବିଧାୟକଙ୍କ ଯୋଗଦାନ

Baripada M, Mayurbhanj | Sep 7, 2025
ରବିବାର ଦିନ ପ୍ରାୟ ୧୨ଟାରେ ବାରିପଦା ଡିଗ୍ରୀ କଲେଜର ଇଣ୍ଡୋର୍ ହଲ୍ ଠାରେ ୨ ଦିନିଆ ଅସ୍ମିତା ଉଷୁ ଲିଗ୍ ଉଦଯାପିତ ହୋଇଯାଇଛି। ଏହି ଲିଗ୍ ଟିକୁ ଓଡିଶା ଉଷୁ ଆସୋସିଏସନ୍ ପକ୍ଷରୁ ଅୟୋଜନ କରାଯାଇଥିବା ବେଳେ ମୟୂରଭଞ୍ଜ ଜିଲ୍ଳା ଉଷୁ ଆସୋସିଏସନ୍ ଏଥିରେ ସୋହଯୋଗ କରିଥିଲା। ଏଥିରେ ସବ ଜୁନିୟର, ଜୁନିଅର ଓ ସିନିଅର ବିଭାଗର ପିଲାମାନେ ଭାଗ ନେଇଥିଲେ। ତେବେ ଏହି ଲିଗ୍ ର ଉଦଯାପନୀ ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଯୋଗଦାନ କରିଥିବା ନେଇ ସୂଚନା ମିଳିଛି।
Read More News
T & CPrivacy PolicyContact Us