This browser does not support the video element.
ଡାବୁଗାଁ: *ଡାବୁଗାଁ ଧୂମଧାମ ରେ ପାଳିତ ହେଲା ବିଶ୍ୱକର୍ମା ବିସର୍ଜନ*
Dabugan, Nabarangpur | Sep 19, 2025
ଡାବୁଗାଁ ରେ ଧୂମଧାମ ରେ ପାଳିତ ହେଲା ବିଶ୍ୱକର୍ମା ବିସର୍ଜନ। ଏବର୍ଷ ଡାବୁଗାଁ ବ୍ଲକ କାର୍ଯ୍ୟାଳୟ ବିଦୂତ ବିଭାଗ, ମିସ୍ତ୍ରୀ ସଙ୍ଘ, ବିଭିନ୍ନ ଗେରେଜ ରେ ପାଳିତ ହୋଇ ଥିଲା ପବିତ୍ର ବିଶ୍ୱକର୍ମା ପୂଜା । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ ଶିଳ୍ପୀଙ୍କ କୂଳଦେବତା । ଦେବଶିଳ୍ପୀଙ୍କ ପୂଜାକୁ ନେଇ ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡିଛି । ଯାହାବି ହେଉ ଆଜି ଧୂମଧାମ ରେ ଡାବୁଗାଁ ରେ ପାଳିତ ହେଲା ବିଶ୍ଵକର୍ମା ବିସର୍ଜନ