This browser does not support the video element.
ବରଗଡ: ଜୟ କିସାନ ଆନ୍ଦୋଳନର ଏକ ପ୍ରତିନିଧି ମଣ୍ଡଳୀ ବରଗଡ଼ର ବିଭିନ୍ନ କଲେ ପରିଦର୍ଶନ,ପ୍ରତିକ୍ରିୟା
Bargarh, Bargarh (Baragarh) | Aug 25, 2025
ଜୟ କିସାନ ଆନ୍ଦୋଳନ ବରଗଡ଼ର ଏକ ପ୍ରତିନିଧି ମଣ୍ଡଳୀ ସୋମବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ଛତିଶଗଡର ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରିବା ପାଇଁ ବିଭିନ୍ନ ସୋସାଇଟି ବୁଲି ଚାଷୀ ଏବଂ ସମବାୟ ସମିତିର ଅଧିକାରୀ ମାନଙ୍କୁ ଭେଟିଥିଲେ । ଓଡିଶାରେ ଚାଷୀମାନଙ୍କୁ ପଞ୍ଜିକରଣ ପାଇଁ ସର୍ବାଧିକ ଗୋଟିଏ ମାସ ଦିଆଯାଇଥିବା ବେଳେ ଛତିଶଗଡରେ ଦୀର୍ଘ ଚାରି ମାସ ପଞ୍ଜିକରଣ କରିବା ପାଇଁ ସେଠିକାର ସରକାରଙ୍କ ତରଫରୁ ଏକ ଚିଠି ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।