This browser does not support the video element.
ଭଷ୍ମା: କୋଶଳ ସେନା ପକ୍ଷରୁ କୋଶଳ ରଥ ଉଦ୍ଘାଟନ,
Bhasma, Sundargarh | Feb 10, 2024
କୋଶଳ ସେନା ପକ୍ଷରୁ କୋଶଳ ରଥ ଉଦ୍ଘାଟନ, ପଶ୍ଚିମ ଓଡ଼ିଶା କୁ ରାଜ୍ୟ ସରକାର ବୈମାତୃକ ମନୋଭାବ ଦୃଷ୍ଟି ଦେଇ ଆସୁଛନ୍ତି ରାଜ୍ୟ ସରକାର। ଏହାକୁ କେନ୍ଦ୍ର କରି ଦିନକୁ ଦିନ ସ୍ଵତନ୍ତ୍ର କୋଶଳ ରାଜ୍ୟ ଦାବି ନେଇ ଅନେକ ସମୟରେ ଆନ୍ଦୋଳନ କରିଆସୁଛି କୋଶଳ ସେନା।ଆଜି ସୁନ୍ଦରଗଡ ଜିଲ୍ଲା ବିଲେଇଗଡ ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର ସମ୍ମୁଖରୁ ଦୁଇଟି କୋଶଳ ସଚେତନତା ରଥ ର ଶୁଭ ଉଦ୍ଘାଟନ କରିଛନ୍ତି କୋଶଳ ସେନା ମହାସଚିବ ଦିଲୀପ ପଣ୍ଡା। ଏହି ରଥ ଟି ଆଗାମୀ 20 ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଗାଁ କୁ ବୁଲି ବୁଲି ଲୋକଙ୍କୁ ସଚେତନ କରିବ।