Download Now Banner

This browser does not support the video element.

ଉମରକୋଟ: ବାଇକ୍ ଓ ସ୍କୁଟି ମୁହଁମୁହିଁ ଧକ୍କା ରେ ଜଣେ ମୃତ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ

Umarkote, Nabarangpur | Oct 10, 2025
ବାଇକ ଧକ୍କା ରେ ଜଣେ ମୃତ ଜଣେ ଗୁରୁତର Place :Umerkote Date:10/10/25 ସ୍କୁଟି ଓ ବାଇକ ମୁହାଁମୁହିଁ ଧକ୍କା ହୋଇ ଜଣେ ମୃତ ଜଣେ ଗୁରୁତର।ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ଏଭଳି ଏକ ଦୁଖଦଃ ଘଟଣା ଦେଖିବାକୁ ମିଳିଛି। ଉମରକୋଟ ସ୍ଥିତ ଡଙ୍ଗରିଗୁଡ଼ା ଛକ କାଳୀ ମନ୍ଦିର ନିକଟରେ ଗୋଟିଏ ସ୍କୁଟି ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ସ୍କୁଟି ଚାଳକ ବିକାଶ ଚୌଧୁରୀ (33)ଙ୍କ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଅମିତ ସୁରଜ ଙ୍କୁ ଗୁରୁତର ଅବସ୍ଥାରେ ଉମରକୋଟ ମେଡ଼ିକାଲ ରେ ଭର୍ତି କରାଯାଇଥିଲା । ବର୍ତମାନ ଅମିତ ସୁରଜଙ୍କୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇ
Read More News
T & CPrivacy PolicyContact Us