This browser does not support the video element.
ସୁନ୍ଦରଗଡ ସହର: କିରିପଶିରା ଛକରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ; ଘଟଣାସ୍ଥଳରେ ରାସ୍ତାରୋକ ସହ ଉତ୍ତେଜନା
Sundargarh Town, Sundargarh | Nov 10, 2024
କିରିପଶିରା ଛକ ଠାରେ ସଡ଼କ ଦୁର୍ଘଟଣାରେ ଜଣେ ମୃତ୍ୟୁ ନେଇ ଘଟଣା ସ୍ଥଳରେ ରାସ୍ତାରୋକ ସହ ଉତ୍ତେଜନା ଗର୍ଜବାହାଲ ର ପପୁ ଅମାତ ୨୪ ନିଜ ବାଇକ୍ ଓଡି୧୬ଏଫ ୪୪୭୭ ଯୋଗେ ଦିନ 4 ବେଳେ କିରିପସିରା ଗାଁ ରୁ ଗର୍ଜବାହାଲ କୁ ଫେରୁଥିବା ବେଳେ କିରିପସିରା ଛକ ଠାରେ ଏକ ଭାରିଯାନ ବାଇକ୍ ଉପରେ ମାଡ଼ିଯିବା ରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକମାନେ। ଏହା ସହ ଗାଡି ଜାଳିବା ସହ ବ୍ୟାପକ ଭଙ୍ଗାରୁଜା ମଧ୍ୟ କରିଛନ୍ତି ସ୍ତାନୀୟ ଲୋକେ,