Download Now Banner

This browser does not support the video element.

ଝରିଗାଁ: ରଥଯାତ୍ରା ପାଇଁ ଚଳଚଞ୍ଚଳ ଝରିଗାଁ ଅଞ୍ଚଳ, ପାଳିତ ହେଲା ନେତ୍ର ଉତ୍ସବ

Jharigan, Nabarangpur | Jul 7, 2024
ଆଜି ହେଉଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା।ଏହି ଅବସରେ ଆଜି ପାଳିତ ହେଲା ନେତ୍ର ଉତ୍ସବ। ଝରିଗାଁ ଠାରେ ରଥ ବର୍ତ୍ତମାନ ମନ୍ଦିର ସମ୍ମୁଖରେ ଅପେକ୍ଷା ଶ୍ରୀଜୀଉଙ୍କ ଆଗମନକୁ। ସବୁ ଦୃଷ୍ଟିରୁ ଏଥର ରଥଯାତ୍ରା ଅନନ୍ୟ କାରଣ ୫୩ବର୍ଷ ପରେ ଗୋଟିଏ ଦିନରେ ନେତ୍ରଉତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ପଡ଼ୁଛି। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଝରିଗାଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଚଳିତବର୍ଷ ରଥଯାତ୍ରା ସହ ନେତ୍ରଉତ୍ସବ ଓ ନବଯୌବନ ପଡୁଥିବାରୁ ଭକ୍ତମାନେ ମହାପ୍ରଭୁଙ୍କ ନବଯୌବନ ଦର୍ଶନରୁ ବଞ୍ଚିତ ହେବେ ।ଅପରାହ୍ନ ୫ ଘଣ୍ଟା ସମୟରେ ଅରମ୍ବ ହେବ ରତଯାତ୍ରା
Read More News
T & CPrivacy PolicyContact Us