This browser does not support the video element.
ଜଗତସିଂହପୁର: କୁଜଙ୍ଗ ବ୍ଳକ ଚେୟାରମ୍ୟାନ ଙ୍କ ବାସଭବନ ରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା
Jagatsinghapur, Jagatsinghpur | Sep 10, 2025
କୁଜଙ୍ଗ ବ୍ଳକ ଚେୟାରମ୍ୟାନ ଙ୍କ ବାସଭବନ ରୁ ବିଷାକ୍ତ ନାଗ ସାପ ଉଦ୍ଧାର କଲେ ବିଶିଷ୍ଟ ସାପ ଧରାଳି ପ୍ରଭାତ ବେହେରା ଆଜି ଦିନ ସମୟରେ କୁଜଙ୍ଗ ବ୍ଲକ ଚିଆର ମ୍ୟାନ ନିନା ରାଣୀ ସାହୁ ଙ୍କ ବାସ ଭବନରେ ଏକ ନାଗସାପ ପଶିଯାଈ ଥିଲା ସେ ଭୟ ଭୀତ ହେଇ କୁଜଙ୍ଗର ଯୁବ ସାପ ଧରାଳି ପ୍ରଭାତ ବେହେରା ଓରଫ ବାବୁନି ବାବାଙ୍କୁ ଯୋଗା ଯୋଗ କରିଥିଲେ ବାବା ସଙ୍ଗେ ସଙ୍ଗେ ସହଯୋଗୀ ମାନଙ୍କୁ ସଙ୍ଗରେ ଧରି ନିନାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛନ୍ତି ପ୍ରଭାତ ଙ୍କ ସାହାସ କୁ ତାଙ୍କ ପ୍ରତିନିଧି ଅରୁଣ କୁମାର ବେହେରା ପ୍ରଶଂସା କରିଥିଲେ