Download Now Banner

This browser does not support the video element.

ରାଉରକେଲା ମ୍ୟୁନିସିପାଲଟି: SP କାର୍ଯ୍ୟଳୟ ସୂଚନାଅନୁଯାଇ ଦେଓଗାଁର ସ୍ମୃତିରଞ୍ଜନ ସ୍ୱାଇଁଙ୍କ ମେସିନର ବ୍ୟାଟେରୀ ଚୋରି ଅଭିଯୋଗରେ ରଘୁନାଥପୋଲିସ ଦିଲେଶ୍ଵରକୁ ଗିରଫ କଲା

Raurkela M, Sundargarh | Sep 13, 2025
ସେପ୍ଟେମ୍ବର ୧୩ତାରିଖ SP କାର୍ଯ୍ୟାଳୟର ମେସେଜ ମୁତାବିକ,ରଘୁନାଥପାଲିଥାନା ଅନ୍ତର୍ଗତ ଦେଓଗାଁ ABC କଲୋନୀର ୪୬ ବର୍ଷୀୟ ସ୍ମୃତିରଞ୍ଜନ ସ୍ୱାଇଁ ରଘୁନାଥପାଲି ଥାନାରେ ଅଭିଯୋଗ କଲେ କି,ଦେଓଗାଁ ପେଟ୍ରୋଲପମ୍ପ ନିକଟରେ ତାଙ୍କର ଏକ୍ସାଭେଟର ମେସିନ ପାର୍କିଂ କରାଯାଇଥିବାବେଳେ,ରାତିରେ କୌଣସି ଆଜ୍ଞାତବ୍ୟକ୍ତି, ତାଙ୍କ ମେସିନର ଲାଲ ରଙ୍ଗର ଦୁଇଟି ବ୍ୟାଟେରୀ ଏକ୍ସାଇଡ ଏକ୍ସପ୍ରେସ କ୍ରମିକ ନମ୍ବର RKD 13 କୁ ଚୋରି କରି ନେଇଛି,ରଘୁନାଥପାଲ୍ଲୀ ପୋଲିସ ଚୋରିମାମଲାକୁ ତଦନ୍ତ କରି,ଦେଓଗାଁ ଦେହୁରୀବସ୍ତିର ୪୮ ବର୍ଷୀୟ ଦିଲେଶ୍ଵର ଦେହୁରୀକୁ ଗିରଫ କରିବା ସହ ଲାଲରଙ୍ଗର ଏକ୍ସାଇଡ ଏକ୍ସପ୍ରେସ ka
Read More News
T & CPrivacy PolicyContact Us