Download Now Banner

This browser does not support the video element.

ଅତାବିରା: ଜାଂଗେଡ ଖେଳ ପଡିଆରେ ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଉଦଯାପିତ

Attabira, Bargarh (Baragarh) | Aug 24, 2025
ଅତାବିରା ବ୍ଲକ ଅଧିନ ଜାଂଗେଡ ଖେଲ ପଡିଆରେ ଦୁଇ ଦିନ ଧରି ଚାଳିଥିବା ଦ୍ବିଦିବସୀୟ ଫୁଟବଲ ଟୁଣ୍ଟାମେଣ୍ଟ ଆଜି ରବିବାର ସନ୍ଦ୍ୟା ୫ଟାରେ ଉଦଯାପିତ ହୋଇଯାଇଛି | ପ୍ରଥମ ଦିନରେ ପୂର୍ବତନ ଶିକ୍ଷକ ଛାଲୁ ବୁଡେକ୍ ଓ ଡେବ୍ରିଗଡ ରେଞ୍ଜର ରାଜେଶ କୁମାର ମହାକୁଡ଼ ଉଦ୍ଘାଟନ କରିଥିଲେ ଏଥିରେ ୧୬ ଟି ଦଳ ଅଂଶଗ୍ରହଣ କରି ଥିଲେ ଏଥିରେ ଅତାବିରା ଓ ପୁଟପୁଟପାଲି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ହୋଇ ଥିଲା ୧:୦ ଗୋଲ ରେ ଅତାବିରା ଦଳ ପୁଟପୁଟପାଲି ଦଳ କୁ ହରାଇ ବିଜୟୀ ହୋଇ ଥିଲେ |ଆଜି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ଅତାବିରା ବିଧାୟକ ଯୋଗଦେଇଥିଲେ |
Read More News
T & CPrivacy PolicyContact Us