Download Now Banner

This browser does not support the video element.

ନୂଆପଡା: ଗଡତୋର୍ ନିକଟରେ ଗାଈ ସହ ବାଇକ୍ ଧକା ବାଇକ୍ ଆରୋହୀ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Nuapada, Nuapada | Sep 11, 2025
ଆଜି ରାତି ଆଠଟା ସମୟରେ ଜଣେ ଯୁବକ ବାଇକ୍ ଯୋଗେ ଯାଉଥିଲା ବେଳେ ନୂଆପଡ଼ା ସଦର ବ୍ଲକ ଗଡତୋର୍ ନିକଟରେ ରାସ୍ତା ଉପରେ ଯାଉଥିବା ଏକ ଗାଈ ସହ ଧକା ହୋଇଥିଲେ।ଫଳରେ ବାଇକ୍ ଆରୋହୀ ଜଣକ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଓ ଗୁରୁତର ଆହତ ହୋଇଥିଲେ।ସେଠାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି
Read More News
T & CPrivacy PolicyContact Us