Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ୱୀପ ଜୟଦେବ ସଦନ ଠାରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି, ଯୋଗଦେଲେ ରାଷ୍ଟ୍ରମନ୍ତ୍ରୀ

Jagatsinghapur, Jagatsinghpur | Aug 31, 2025
ପାରାଦ୍ୱୀପ ଜୟଦେବ ସଦନ ଠାରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି, ଯୋଗଦେଲେ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l ସୂଚନା ମୁତାବକ ଆଜି ପାରାଦ୍ୱୀପ ଜୟଦେବ ସଦନ ଠାରେ ପାରାଦ୍ୱୀପ ପୌରପାଳିକା ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି, ଯୋଗଦେଲେ ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l
Read More News
T & CPrivacy PolicyContact Us