This browser does not support the video element.
ପାଟକୁରା: ନାରଣପୁର ଗ୍ରାମରେ ମାଙ୍କଡ କାମୁଡାରେ ଜଣେ ଗୁରୁତର ସୂଚନା
Patkura, Kendrapara | Apr 18, 2024
କୁଦାନଗରୀ ଥାନା ଅଧୀନ ନାରଣପୁର ଗ୍ରାମରେ ଆଜି ଦିନ ୧୨ଘଟିକା ସମୟରେ ଜଣେ ଯୁବତୀଙ୍କୁ ମାଙ୍କଡ କାମୁଡି ଦେଇଥିଲା। ଏବଂ ତାଙ୍କୁ ପରିବାର ଲୋକେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ସୂଚନା।