offline
AMP

This browser does not support the video element.

କଟକ ପୌରାଞ୍ଚଳ: ମହାନଦୀ ବିହାରର ଜଣେ ମହିଳାଙ୍କ ଠାରୁ ସାଇବର ଠକମାନେ ୩ଲକ୍ଷ ୨୦ହଜାର ଟଙ୍କା ଠକିନେଇଛନ୍ତି। ଏନେଇ ଚାଉଳିଆଗଞ୍ଜ ଥାନାରେ ଶନିବାର ଏତଲା ହୋଇଛି।

Cuttack M Corp PS, Cuttack | Jun 14, 2025
Read More News
T & CPrivacy PolicyContact Us