Download Now Banner

This browser does not support the video element.

ମାଲକାନଗିରି: ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରକୋଣ୍ଡା ଓ ଏମପିଭି୬୪ ମଧ୍ୟରେ ରାସ୍ତାରେ ଥିବା ଗର୍ତ୍ତ ସମତଳ କରି ପ୍ରତିକ୍ରିୟା ରଖିଲେ ସ୍ଥାନୀୟ ଯୁବକ

Malkangiri, Malkangiri | Sep 28, 2025
ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନ ନଷ୍ଟ ହେବା ସହ ବଡ ବଡ ଗର୍ତ୍ତ ସହ ରାସ୍ତା ଅବସ୍ତା ଶୋଚନୀୟ ହୋଇ ପଡିଛି। ଏପରି କି ଶୋଚନୀୟ ରାସ୍ତା ଯୋଗୁଁ ଅନେକ ଲୋକେ ଦୁର୍ଘଟଣାର ଶିକାର ହୋଇ ନିଜର ଜୀବନ ହରାଉଥିବା ମଧ୍ୟ ନଜିର ରହିଛି। ଜିଲ୍ଲାର କାଙ୍ଗୁରକୋଣ୍ଡା ଠାରୁ ଏମପିଭି ୬୪ ଗ୍ରାମ ମଧ୍ୟରେ ରହିଥିବା ରାସ୍ତାଟି ମଧ୍ୟ ଅନେକ ସ୍ଥାନରେ ପିଚୁ ଉଠି ବଡ ବଡ ଗର୍ତ୍ତ ହୋଇ କ୍ରମାଗତ ଭାବେ ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଯୁବ ପିଢୀ ଏହି ରାସ୍ତା ମରାମତି କରି ରାସ୍ତାରେ ଥିବା ବଡ ବଡ ଗର୍ତ୍ତକୁ ସମତଳ କରି ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us