Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ତେନ୍ତୁଳୀଖୁଣ୍ଟି ଠାରେ ମାନବସେବା ଗ୍ରୁପ୍ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Nabarangapur PS, Nabarangpur | Aug 24, 2025
ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିସର ରେ ତେନ୍ତୁଳିଖୁଣ୍ଟି ଗ୍ରାମ ର ଗରିବ ଆଦିବାସୀ ପିଲା ଧବଳେଶ୍ଵର ପୂଜାରୀ ଚଳିତ ନୀଟ ପରୀକ୍ଷାରେ ସଫଳ ହୋଈ କୋରାପୁଟ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟରେ ଜଏନ କରି ନିଜ ଗ୍ରାମକୁ ଫେରିବା ପରେ ତେନ୍ତୁଳିଖୁଣ୍ଟି ମାନବସେବା ଗ୍ରୁପ୍ ତରଫରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରା ଯାଇ ଥିଲା ଏଥିରେ ତେନ୍ତୁଳିଖୁଣ୍ଟି ଗୋଷ୍ଠି ଉନ୍ନୟନ ଅଧିକାରୀ ମନୋଜ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us