Download Now Banner

This browser does not support the video element.

ବଲାଙ୍ଗୀର: ଖାରି ରୋଡରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ହୋଇ ଥିବା ହାତୀସାଲ ପଡାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

Balangir, Balangir | Sep 4, 2025
ବଲାଙ୍ଗୀର: କିଛି ଦିନ ପୂର୍ବରୁ ବଲାଙ୍ଗୀର-ସୋନପୁର ରୋଡ଼ ଖାରି ବ୍ରିଜ ନିକଟରେ ଘଟିଥିବା ମର୍ମାନ୍ତୁଦ ସଡକ ଦୁର୍ଘଟଣାରେ ହାତୀସାଲପଡାର ରାତୁ ସେଠ ଓ ତାଙ୍କ ପରିବାର ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଭୀମଭୋଇ ମେଡିକାଲ, ବଲାଙ୍ଗୀରକୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ରାତୁ ସେଠଙ୍କର ଅବସ୍ଥା ସଂକଟପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଦୁଃଖର ବିଷୟ, ଆଜି ସକାଳ 8 ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହାରିଛନ୍ତି । ଏହି ଦୁଃଖଦ ଖବର ଖ୍ୟାତି ପାଇବା ସହିତ ସମଗ୍ର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଛାଇଯାଇଛି ।
Read More News
T & CPrivacy PolicyContact Us