Download Now Banner

This browser does not support the video element.

ଛେଣ୍ଡିପଦା: ଭେଜିଦିହ ଗ୍ରାମରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଝିଅର ବାପା ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏସପିଙ୍କୁ ଦାବିପତ୍ର

Chhendipada, Angul | Aug 18, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଭିଯୋଗ ସୁଣାଣିରେ ଭେଜିଦିହ ଗ୍ରାମରେ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଥିବା ଝିଅକୁ ନ୍ୟାୟ ଦେବାପାଇଁ ପରିବାର ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେଇଛନ୍ତି l
Read More News
T & CPrivacy PolicyContact Us