Download Now Banner

This browser does not support the video element.

ଅତାବିରା: ପତ୍ରାପାଲି ଛକ ଓ ଅର୍ଜ୍ଜୁଣ୍ଡା ଗ୍ରାମରେ ଅବକାରୀ ବିଭାଗର ଚଢାଉ ୨ ଜଣ ଗିରଫ

Attabira, Bargarh (Baragarh) | Aug 21, 2025
ଅତାବିରା ଥାନା ଅଧିନ ପତ୍ରାପାଲି ଛକରେ ଓ ଭେଡେନ ଥାନା ଅର୍ଜ୍ଜୁଣ୍ଡା ଗ୍ରାମରେ ୨ ଜଣ ମଦ ବେପାରୀକୁ ଗିରଫ କରି ତାଂକ ଠାରୁ ୧୫ଲିଟର ଦେଶୀ ମଦ ଓ ୩୩ଟି ବିଅର ଜବତ କରିଥିବା ଅବକାରୀ ବିଭାଗ ସୂଚନା ଦେଇଛନ୍ତି |
Read More News
T & CPrivacy PolicyContact Us