Download Now Banner

This browser does not support the video element.

ପଟ୍ଟାଙ୍ଗୀ: ରାଇସିଂ ରେ ପଞ୍ଚାୟତ ସ୍ତରୀୟ ସଚେତନତା ଓ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Pottangi, Koraput | Sep 1, 2025
ନନ୍ଦପୁର ବ୍ଲକ ଅଧିନସ୍ଥ ରାଇଶିଂ ପଞ୍ଚାୟତ କାର୍ଯ୍ୟାଳୟ ରେ ସୋମବାର ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ମୋଟ 12ଟି ଅଭିଯୋଗ ଶୁଣାଣୀ ହୋଇଥିବା ବେଳେ ସେଥି ମଧ୍ୟରୁ 12ଟି ଯାକ ସାମୁହିକ ଅଭିଯୋଗ ରହିଥିବା ବ୍ଲକ କାର୍ଯ୍ୟାଳୟ ତରଫରୁ ଅପରାହ୍ନ ୪ଟା ସମୟରେ ସୂଚନା lମୁଖ୍ୟତଃ ବିଦ୍ୟୁତ୍ ସରବରାହ, ପାନୀୟଜଳ, ସଡ଼କ, ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିକ ଅଭିଯୋଗ ମାନ ହସ୍ତଗତ ହୋଇଥିଲା। ପିଇଓ ଙ୍କ ପରିଚାଳନା ରେ ନିଜେ ବ୍ଲକ ର ତହସିଲଦାର ଦେବବ୍ରତ ମହାରଣା ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us